or_tn/jhn/06/23.md

978 B

However, there were ... the Lord had given thanks

ତୁମ ଭାଷାର ଶୈଳୀ ଦର୍ଶାଇବା ନିମନ୍ତେ ଏହା ବ୍ୟବହାର କର ଯାହା ପୃଷ୍ଠଭୁମିର ସୁଚନା ଅଟେ (ଦେଖ: rc://*/ta/man/translate/writing-background)

boats that came from Tiberias

ଏଠାରେ, ଯୋହନ ଅଧିକ ପୃଷ୍ଠଭୂମି ସୂଚନା ଦେଉଛନ୍ତି I ଯୀଶୁ ଲୋକମାନଙ୍କୁ ଭୋଜନ କରିବାର ପରବର୍ତ୍ତୀ ଦିନ, ତିବିରିଆରୁ କେତେକ ନୌକାରେ ଲୋକମାନେ ଯୀଶୁଙ୍କୁ ଦେଖିବା ନିମନ୍ତେ ଆସିଲେ I ଯାହାହେଉ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ତା’ ପୂର୍ବ ରାତ୍ରିରେ ଚାଲି ଯାଇଥିଲେ I (ଦେଖ: rc://*/ta/man/translate/writing-background)