or_tn/jhn/06/11.md

602 B

giving thanks

ଯୀଶୁ ରୋଟୀ ଓ ମାଛ ନିମନ୍ତେ ପିତା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ ଓ ଧନ୍ୟବାଦ କଲେ I

he gave it

ସେ ଏଠାରେ “ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ” ଉପସ୍ଥାପନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏହା ବାଣ୍ଟି ଦେଲେ” (ଦେଖ: rc://*/ta/man/translate/figs-synecdoche)