or_tn/jhn/06/09.md

1.2 KiB

five bread loaves of barley

ଯବର ପାଞ୍ଚୋଟି ରୋଟୀ I ଯବ ଏକ ପ୍ରକାର ସାଧାରଣ ଶସ୍ୟ ଥିଲା I

loaves

କିଛି ଯବ ଗୁଣ୍ଡକୁ ପାତ୍ରରେ ଦଳି ଠିକ୍ ଆକାର ଦେଇ ଓ ସେକି ରୋଟୀ କରାଯାଉ ଥିଲା I ଏଗୁଡିକ ସମ୍ଭବତଃ ଛୋଟ, ଟିକିଏ ମୋଟା ଓ ଗୋଲାକାର ଥିଲା I

what are these among so many?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନର ଆକାରରେ ଦର୍ଶାଯାଏ ଯାହା ସେମାନଙ୍କ ନିକଟରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ନିମନ୍ତେ ଯଥେଷ୍ଟ ପରିମାଣର ଖାଦ୍ୟ ନଥିଲା I ଅନ୍ୟ ଏକ ଅନୁବାଦରେ: ଏହି ଅଳ୍ପ ପରିମାଣର ରୋଟୀ ଏବଂ ମାଚ୍ଛ ଅନେକ ଲୋକମାନଙ୍କୁ ଖୁଆଇବା ନିମନ୍ତେ ଯଥେଷ୍ଟ ନଥିଲା ! (ଦେଖ: rc://*/ta/man/translate/figs-rquestion)