or_tn/jhn/06/07.md

409 B

Two hundred denarii worth of bread

“ଶଏ ଟଙ୍କା” “ଏକ ଶତ”ର ବହୁବାଚକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ମଜୁରିଆର ଦୁଇଶ ଦିନର ମଜୁରୀର ଟଙ୍କାରେ ସେତିକି ପରିମାଣର ରୋଟୀ କିଣିହେବ” (ଦେଖ: rc://*/ta/man/translate/translate-bmoney)