or_tn/jhn/05/47.md

688 B

If you do not believe his writings, how are you going to believe my words?

ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କ ଲିଖିତ ବାକ୍ୟକୁ ବିଶ୍ବାସ କରୁନାହଁ, ଏଣୁ ତୁମ୍ଭେମାନେ ଆଦୌ ମୋହର ବାକ୍ୟରେ ବିଶ୍ବାସ କରିବ ନାହିଁ!” (ଦେଖ: rc://*/ta/man/translate/figs-rquestion)

my words

ଯାହା ମୁଁ କହୁଅଛି