or_tn/jhn/05/45.md

725 B

The one who accuses you is Moses, in whom you have put your hope

ଏଠାରେ ବ୍ୟବସ୍ଥାର ନିଦର୍ଶନ ସ୍ବରୁପ ମୋଶା ଏକ ରୁପକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ମୋଶା ବ୍ୟବସ୍ଥା ଅନୁଯାୟୀ ତୁମ୍ଭମାନଙ୍କୁ ଦୋଷୀ କରନ୍ତି, ଯେଉଁ ବ୍ୟବସ୍ଥା ଉପରେ ତୁମ୍ଭେମାନେ ଅଧିକ ଭରସା ରଖିଅଛ” (ଦେଖ: rc://*/ta/man/translate/figs-metonymy)

your hope

ତୁମ୍ଭମାନଙ୍କ ଦୃଢ଼ବିଶ୍ବାସ କିମ୍ବା “ତୁମ୍ଭମାନଙ୍କର ଭରସା”