or_tn/jhn/05/43.md

16 lines
1.0 KiB
Markdown

# in my Father's name
ଏଠାରେ “ନାମ” ଶବ୍ଦ ଏକ ରୂପକ ଭାବରେ ଈଶ୍ବରଙ୍କ ଶକ୍ତି ଓ ଅଧିକାରର ନିଦର୍ଶନ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ମୋହର ପିତାଙ୍କର ଅଧିକାର ସହିତ ଆସିଅଛି” (ଦେଖ: [[rc://*/ta/man/translate/figs-metonymy]])
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# receive
ବନ୍ଧୁ ଭାବରେ ଗ୍ରହଣ କରିବ
# If another should come in his own name
“ନାମ” ଶବ୍ଦ ଏକ ରୂପକ ଭାବରେ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଅନ୍ୟ କେହି ଆପଣା ଅଧିକାର ସହିତ ଆସିବ” (ଦେଖ: [[rc://*/ta/man/translate/figs-metonymy]])