or_tn/jhn/05/35.md

1.0 KiB

John was a lamp that was burning and shining, and you were willing to rejoice in his light for a while

ଏଠାରେ “ପ୍ରଦୀପ’ ଓ “ଜ୍ୟୋତିଃ” ରୂପକ ଅଟନ୍ତି I ଯୋହନ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ ଶିକ୍ଷା ଦେଉଥିଲେ ଓ ଏହା ଅନ୍ଧକାରରେ ଜ୍ୟୋତିଃ ପ୍ରକାଶ କରୁଥିବା ପ୍ରଦୀପ ସଦୃଶ ଥିଲା I ଅନ୍ୟ ଏକ ଅନୁବାଦରେ: “ଯୋହନ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସମ୍ବନ୍ଧରେ ଶିକ୍ଷା ଦେଉଥିଲେ ଓ ଏହା ପ୍ରଦୀପ ସଦୃଶ ଜ୍ୟୋତିଃ ପ୍ରକାଶ କରୁଥିଲା I ଅତଏବ ଯାହା ଯୋହନ କହୁଥିଲେ, ତାହା ତୁମ୍ଭମାନଙ୍କୁ ଅଳ୍ପ କାଳ ନିମନ୍ତେ ଆନନ୍ଦ ଦେଉଥିଲା” (ଦେଖ: rc://*/ta/man/translate/figs-metaphor)