or_tn/jhn/05/26.md

12 lines
847 B
Markdown

# For just as the Father has life in himself, so he has also given to the Son so that he has life in himself
“କାରଣ” ଶବ୍ଦ ତୁଳନା କରିବା ବିଷୟକୁ ବୁଝାଏ I ପିତାଙ୍କ ସଦୃଶ, ଈଶ୍ବରଙ୍କ ପୁତ୍ରଙ୍କ ଜୀବନ ଦେବା ନିମନ୍ତେ ଶକ୍ତି ଅଛି I (ଦେଖ: [[rc://*/ta/man/translate/guidelines-sonofgodprinciples]])
# Father ... Son
ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# life
ଏହାର ଅର୍ଥ ଆତ୍ମିକ ଜୀବନ I