or_tn/jhn/05/25.md

12 lines
952 B
Markdown

# Truly, truly
ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦେବ ଯେ ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I
# the dead will hear the voice of the Son of God, and those who hear will live
ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ସ୍ବର ସମାଧିରୁ ମୃତ ଲୋକମାନଙ୍କୁ ଉଠାଇବ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])