or_tn/jhn/05/24.md

823 B

Truly, truly

ଦେଖ ତୁମେ ଏହାକୁ କିପରିଯୋହନ ୧:୫୧ରେ ଅନୁବାଦ କରିଅଛ I

he who hears my word

ଏଠାରେ “ବାକ୍ୟ” ରୂପକ ଭାବରେ ଯୀଶୁଙ୍କର ସୁସମାଚାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି ମୋହର ବାକ୍ୟ ଶୁଣେ” (ଦେଖ: rc://*/ta/man/translate/figs-metonymy)

will not be condemned

ଏହାକୁ ସକାରାତ୍ମକ ଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ନିର୍ଦ୍ଦୋଷ ହେବା ନିମନ୍ତେ ବିଚାରିତ ହେବେ” (ଦେଖ: rc://*/ta/man/translate/figs-doublenegatives)