or_tn/jhn/05/16.md

556 B

Now

ଲେଖକ “ବର୍ତ୍ତମାନ” ଶବ୍ଦ ବ୍ୟବହାର କରି ଦର୍ଶାଉଛନ୍ତି ଯେ ନିମ୍ନଲିଖିତ ଶବ୍ଦଗୁଡିକ ପୃଷ୍ଠଭୂମିର ସୂଚନା ଦିଅନ୍ତି I (ଦେଖ: rc://*/ta/man/translate/writing-background)

the Jews

ଏଠାରେ “ଯିହୂଦୀମାନେ” ଏକ ସମାଜଗୃହ ଅଟେ (ବ୍ୟାକରଣ ପଦ) ଯାହା “ଯିହୂଦୀ ନେତାମାନଙ୍କୁ” ବୁଝାଏ I