or_tn/jhn/04/37.md

769 B

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କଥା କହି ଚାଲିଛନ୍ତି I

One sows, and another harvests

“ବୁଣନ୍ତି” ଓ “କାଟନ୍ତି” ରୂପକ ଅଟନ୍ତି I ଯେ “ବୁଣେ,” ସେ ଯୀଶୁଙ୍କ ସୁସମାଚାରକୁ ପ୍ରଚାର କରେ I ଯେ “କାଟେ,” ସେ ସୁସମାଚାର ଗ୍ରହଣ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରେ I ଅନ୍ୟ ଏକ ଅନୁବାଦରେ: “ଜଣେ ବିହନ ରୋପଣ କରେ, ଓ ଅନ୍ୟଜଣେ ଶସ୍ୟ ସଂଗ୍ରହ କରେ” (ଦେଖ: rc://*/ta/man/translate/figs-metaphor)