or_tn/jhn/04/36.md

753 B

and gathers fruit for everlasting life

ଏଠାରେ “ଅନନ୍ତ ଜୀବନ ନିମନ୍ତେ ଫଳ” ଏକ ରୂପକ ଅଟେ, ଯାହା ଖ୍ରୀଷ୍ଟଙ୍କ ସୁସମାଚାରରେ ବିଶ୍ବାସ କରି ଅନନ୍ତ ଜୀବନ ପାଉଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅତଏବ ଯୀଶୁଙ୍କ ସୁସମାଚାରରେ ବିଶ୍ବାସ କରି ଅନନ୍ତ ଜୀବନ ପ୍ରାପ୍ତ କରୁଥିବା ଲୋକମାନେ ଅମଳକାରୀ ସଂଗ୍ରହ କରୁଥିବା ଫଳ ସଦୃଶ ଅଟେ” (ଦେଖ: rc://*/ta/man/translate/figs-metaphor)