or_tn/jhn/04/34.md

622 B

My food is to do the will of him who sent me and to complete his work

ଏଠାରେ “ଖାଦ୍ୟ” ଏକ ରୂପକ ଅଟେ, ଯାହା “ଈଶ୍ବରଙ୍କ ଇଚ୍ଛା ସାଧନ କରିବା” ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ଜଣେ କ୍ଷୁଧିତ ଲୋକକୁ ପରିତୃପ୍ତ କରେ, ଈଶ୍ବରଙ୍କ ଇଚ୍ଛା ସାଧନ କରିବା ବିଷୟ ମୋତେ ପରିତୃପ୍ତ କରେ” (ଦେଖ: rc://*/ta/man/translate/figs-metaphor)