or_tn/jhn/04/33.md

721 B

No one has brought him anything to eat, have they?

ଶିଷ୍ୟମାନେ ଭାବୁଛନ୍ତି ଯେ ଯୀଶୁ ସେମାନଙ୍କୁ ଆକ୍ଷରିକ “ଖାଦ୍ୟ” ବିଷୟରେ କହୁଅଛନ୍ତି I ସେମାନେ “ନାହିଁ” ଉତ୍ତରର ଆଶା ରଖି ପରସ୍ପରକୁ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନଗରକୁ ଯାଇଥିବା ସମୟରେ ନିଶ୍ଚୟ କେହି ତାହାଙ୍କୁ ଖାଦ୍ୟ ଆଣି ଦେଇନାହାନ୍ତି !” (ଦେଖ: rc://*/ta/man/translate/figs-rquestion)