or_tn/jhn/04/29.md

8 lines
1.4 KiB
Markdown

# Come, see a man who told me everything that I have ever done
ଶମିରୋଣୀୟା ସ୍ତ୍ରୀଲୋକ ଏହା ଦେଖାଇବାକୁ ଯାଇ ଅତିରଞ୍ଜିତ କରି କହୁଅଛି ଯେ ଯୀଶୁ ତାହାର ବିଷୟରେ କେତେ ଅଧିକ ଜାଣିଛନ୍ତି, ସେଥିରେ ସେ ପ୍ରଭାବିତ ହୋଇଅଛି I ଅନ୍ୟ ଏକ ଅନୁବାଦରେ: “ଆସି ଜଣେ ଲୋକକୁ ଦେଖ, ଯେ କି ମୋ ବିଷୟରେ ବହୁତ କିଛି ଜାଣିଛନ୍ତି, ଯଦିଓ ମୁଁ ତାହାଙ୍କୁ ପୁର୍ବରୁ କେବେ ସାକ୍ଷାତ କରିନାହିଁ” (ଦେଖ: [[rc://*/ta/man/translate/figs-hyperbole]])
# This could not be the Christ, could it?
ସ୍ତ୍ରୀ ଲୋକ ନିଶ୍ଚିତ ନୁହେଁ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ତେଣୁ ସେ ଏକ ପ୍ରଶ୍ନ କରୁଛି, ଯାହାର ଉତ୍ତର “ନା” ହେବା ଆଶା କରାଯାଇପାରେ, କିନ୍ତୁ ସେ ଏକ ଉକ୍ତି ନକହି ପ୍ରଶ୍ନ କରୁଛି, କାରଣ ସେ ଚାହୁଁଛି ଯେ ଲୋକମାନେ ସେମାନଙ୍କ ନିମନ୍ତେ ନିଜେ ନିଷ୍ପତ୍ତି ନିଅନ୍ତୁ I