or_tn/jhn/04/27.md

1.1 KiB
Raw Permalink Blame History

At that moment his disciples returned

ଯୀଶୁ ଏହି ସମସ୍ତ କଥା କହୁଥିବା ସମୟରେ ତାହାଙ୍କ ଶିଷ୍ୟମାନେ ନଗରରୁ ଫରିଲେ

Now they were wondering why he was speaking with a woman

ଏହା ଅପରିଚିତ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରିବା ଜଣେ ଯିହୂଦୀ ନିମନ୍ତେ ଅତି ଅସ୍ବାଭାବିକ ବିଷୟ ଅଟେ, ବିଶେଷତଃ ସେ ଯଦି ଜଣେ ଶମିରୋଣୀୟା ସ୍ତ୍ରୀ ହୋଇଥାଏ I

no one said, ""What ... want?"" or ""Why ... her?

ସମ୍ଭାବିତ ଅର୍ଥଗୁଡିକ ୧) ଶିଷ୍ୟମାନେ ଯୀଶୁଙ୍କୁ ଉଭୟ ପ୍ରଶ୍ନ କଲେ କିମ୍ବା ) “କେହି ସ୍ତ୍ରୀଲୋକକୁ ପ୍ରଶ୍ନ କଲେ ନାହିଁ, ‘କ”ଣ ...ଚାହୁଁଛି ? କିମ୍ବା ଯୀଶୁଙ୍କୁ ପ୍ରଶ୍ନ କଲେ ନାହିଁ, ‘ତାହା ସହିତ ...କାହିଁକି ?’”