or_tn/jhn/04/23.md

1.5 KiB
Raw Permalink Blame History

Connecting Statement:

ଯୀଶୁ ଶମିରୋଣୀୟା ସ୍ତ୍ରୀକୁ କଥା କହି ଚାଲିଛନ୍ତି I

However, the hour is coming, and is now here, when true worshipers will

ଯାହାହେଉ, ଏହା ପ୍ରକୃତ ଉପାସକମାନଙ୍କ ନିମନ୍ତେ ଉପଯୁକ୍ତ ସମୟ ଅଟେ

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

in spirit and truth

ଏଠାରେ “ଆତ୍ମା”ର ସମ୍ଭାବିତ ଅର୍ଥଗୁଡିକ ୧) ଜଣେ ଉପାସନା କରିବାକୁ କେଉଁଠିକି ଯାଏ ଓ ସେ କେଉଁ ଉତ୍ସବ ପାଳନ କରେ, ତା’ଠାରୁ ଆନ୍ତରିକ ପୁରୁଷ, ମନ ଓ ହୃଦୟ, ପୁଣି ଜଣେ ବ୍ୟକ୍ତି କ”ଣ ବିବେଚନା କରେ ଓ କାହାକୁ ପ୍ରେମ କରେ, ତାହା ଭିନ୍ନ ଅଟେ , କିମ୍ବା ) ପବିତ୍ର ଆତ୍ମା I ଅନ୍ୟ ଏକ ଅନୁବାଦରେ: “ଆତ୍ମାରେ ଓ ସତ୍ୟରେ” କିମ୍ବା “ଆତ୍ମାଙ୍କ ସାହାଯ୍ୟରେ ଓ ସତ୍ୟରେ”

in ... truth

ଈଶ୍ବରଙ୍କ ବିଷୟରେ ସତ୍ୟ କ”ଣ ଅଟେ, ସେହି ବିଷୟରେ ଠିକ୍ ଭାବରେ ଚିନ୍ତା କରିବା