or_tn/jhn/04/14.md

719 B

the water that I will give him will become a fountain of water in him

ଏଠାରେ “ନିର୍ଝର” ଶବ୍ଦ ଜୀବନ୍ତଜଳ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ଯେଉଁ ଜଳ ତାହାଙ୍କୁ ଦେବି ତାହା ଏକ ନିର୍ଝର ସ୍ବରୂପେ ତାହାଙ୍କ ଅନ୍ତରରେ ପ୍ରବାହିତ ହେବ” (ଦେଖ: rc://*/ta/man/translate/figs-metaphor)

eternal life

ଏଠାରେ “ଜୀବନ” ଶବ୍ଦ “ଆତ୍ମିକ ଜୀବନ”କୁ ବୁଝାଏ, ଯାହା କେବଳ ଈଶ୍ବର ଦେଇପାରିବେ I