or_tn/jhn/04/10.md

512 B

living water

ପବିତ୍ରଆତ୍ମାଙ୍କୁ ବୁଝାଇବା ନିମନ୍ତେ ଯୀଶୁ “ଜୀବନ୍ତ ଜଳ”କୁ ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି, ଯେ କି ଜଣେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ କରି ନୂତନ ଜୀବନ ଆଣିବା ନିମନ୍ତେ କାର୍ଯ୍ୟ କରନ୍ତି I (ଦେଖ: rc://*/ta/man/translate/figs-metaphor)