or_tn/jhn/04/09.md

1017 B

Then the Samaritan woman said to him

“ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

How is it that you, being a Jew, are asking ... for something to drink?

ଏହି ଟିପ୍ପଣୀ ଶମିରୋଣୀୟା ସ୍ତ୍ରୀର ଆଶ୍ଚର୍ଯ୍ୟ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନର ଆକାରରେ ଦର୍ଶାଯାଇଛି ଯେ ଯୀଶୁ ତାହାକୁ ପାନକରିବା ନିମନ୍ତେ ଜଳ ମାଗିଲେ I ଅନ୍ୟ ଏକ ଅନୁବାଦରେ: “ମୁଁ ବିଶ୍ବାସ କରିପାରୁ ନାହିଁ ଯେ ଆପଣ ଜଣେ ଯିହୂଦୀ ହୋଇ, ଜଣେ ଶମିରୋଣୀୟକୁ ପିଇବାକୁ ଜଳ ମାଗୁଛନ୍ତି !” (ଦେଖ: rc://*/ta/man/translate/figs-rquestion)

have no dealings with

ଏହା ସହିତ ବ୍ୟବହାର ନାହିଁ