or_tn/jhn/04/01.md

1.3 KiB

General Information:

ଯୋହନ ୪:୧-୬ ପରବର୍ତ୍ତୀ ଘଟଣାର ପୃଷ୍ଠଭୁମି ପ୍ରକାଶ କରେ, ଜଣେ ଶମିରୋଣୀୟା ସ୍ତ୍ରୀ ସହିତ ଯୀଶୁଙ୍କ କଥୋପକଥନ କରେ I (ଦେଖ: rc://*/ta/man/translate/writing-background)

Connecting Statement:

ଏଠାରେ ଏକ ଦୀର୍ଘ ବାକ୍ୟ ଆରମ୍ଭ ହୁଏ I

Now when Jesus knew that the Pharisees had heard that he was making and baptizing more disciples than John

ବର୍ତ୍ତମାନ ଯୀଶୁ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ ଉତ୍ପନ୍ନ କରି ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ I ଯେତେବେଳେ ସେ ଜାଣି ପାରିଲେ ଯେ ସେ ଏହା କରୁଥିବା ଫାରୂଶୀମାନେ ଶୁଣିଲେ I

Now when Jesus knew

ଏଠାରେ ବ୍ୟବହୃତ “ବର୍ତ୍ତମାନ” ଶବ୍ଦ ମୁଖ୍ୟ ଘଟଣାରେ ଏକ ବିରତିକୁ ଚିହ୍ନିତ କରେ I ଏଠାରେ ଯୋହନ ବିବରଣୀର ଏକ ନୂତନ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I