or_tn/jhn/03/32.md

852 B

He testifies about what he has seen and heard

ଯୋହନ ଯୀଶୁଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେ ଉର୍ଦ୍ଧରୁ ଜାତ, ସେ ଉର୍ଦ୍ଧରୁ ଦେଖିଥିବା ଓ ଶୁଣିଥିବା ବିଷୟ କହନ୍ତି”

no one accepts his testimony

ଏଠାରେ ଗୁରୁତ୍ବଦେବା ନିମନ୍ତେ ଅତିରଞ୍ଜିତ କରି କହୁଛନ୍ତି ଯେ କେବଳ ଅଳ୍ପଲୋକ ଯୀଶୁଙ୍କଠାରେ ବିଶ୍ବାସ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଅତି ଅଳ୍ପ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି” (ଦେଖ: rc://*/ta/man/translate/figs-hyperbole)