or_tn/jhn/03/23.md

888 B

Aenon

ଏହି ଶବ୍ଦର ଅର୍ଥ ଜଳର “ଝରଣା I” (ଦେଖ: rc://*/ta/man/translate/translate-names)

Salim

ଯର୍ଦ୍ଦନ ନଦୀ ନିକଟରେ ଥିବା ଏକ ଗ୍ରାମ ବା ସହର (ଦେଖ: rc://*/ta/man/translate/translate-names)

because there was much water there

କାରଣ ସେହି ସ୍ଥାନରେ ଅନେକ ଝରଣା ଥିଲା

were being baptized

ଏହାକୁ ତୁମେ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ” କିମ୍ବା “ସେ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ” (ଦେଖ: rc://*/ta/man/translate/figs-activepassive)