or_tn/jhn/03/19.md

1.7 KiB

Connecting Statement:

ଯୀଶୁ ନୀକଦୀମଙ୍କୁ ଉତ୍ତର ଦେବା ଶେଷ କରୁଛନ୍ତି I

The light has come into the world

“ଜ୍ୟୋତିଃ” ଶବ୍ଦ ଈଶ୍ବରଙ୍କ ସତ୍ୟତା ନିମନ୍ତେ ଏକ ରୂପକ ଅଟେ, ଯାହା ଯୀଶୁଙ୍କଠାରେ ପ୍ରକାଶିତ ହୋଇଅଛି I ଯୀଶୁ ଆପଣାକୁ ତୃତୀୟ ପୁରୁଷରେ କହୁଛନ୍ତି I ଯଦି ତୁମର ଭାଷା ଲୋକମାନଙ୍କୁ ଆପଣା ଆପଣା ସମ୍ବନ୍ଧରେ ତୃତୀୟ ପୁରୁଷରେ କହିବାକୁ ଅନୁମତି ଦିଏ ନାହିଁ, ତେବେ ତୁମକୁ ନିର୍ଦ୍ଦିଷ୍ଟ କରିବାକୁ ହେବ ଯେ ଜ୍ୟୋତିଃ କିଏ ଅଟନ୍ତି I “ଜଗତ” ଜଗତରେ ବାସ କରୁଥିବା ସମସ୍ତ ଲୋକଙ୍କ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେ ଜ୍ୟୋତିଃ ସଦୃଶ ହୋଇ ସମସ୍ତ ଲୋକଙ୍କ ନିକଟରେ ଈଶ୍ବରଙ୍କ ସତ୍ୟତାକୁ ପ୍ରକାଶ କରିଅଛନ୍ତି” କିମ୍ବା “ମୁଁ, ଯେ ଜ୍ୟୋତିଃ ସଦୃଶ ହୋଇ, ଜଗତକୁ ଆସିଅଛି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]] ଓ rc://*/ta/man/translate/figs-123person)

men loved the darkness

ଏଠାରେ “ଅନ୍ଧକାର” ମନ୍ଦତା ନିମନ୍ତେ ଏକ ରୂପକ ଅଟେ I (ଦେଖ: rc://*/ta/man/translate/figs-metaphor)