or_tn/jhn/03/16.md

695 B

God so loved the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଜଗତର ସମସ୍ତଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

loved

ଏହି ପ୍ରକାର ପ୍ରେମ ଯାହା ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରିଥାଏ, ଏପରିକି ଯେତେବେଳେ ଜଣେବ୍ୟକ୍ତି ନିଜେ ଲାଭବାନ୍ ହୁଏ ନାହି I ଈଶ୍ବର ସ୍ବୟଂ ପ୍ରେମ ଅଟନ୍ତି ଓ ସତ୍ୟ ପ୍ରେମର ଉତ୍ସ ଅଟନ୍ତି I