or_tn/jhn/03/14.md

852 B

Just as Moses lifted up the serpent in the wilderness, so must the Son of Man be lifted up

ଏହି ଅଳଙ୍କାରକୁ ଉପମା କୁହାଯାଏ I ପ୍ରାନ୍ତରରେ ମୋଶା ଠିକ୍ ଯେପରି ପିତ୍ତଳର ସର୍ପକୁ “ଉଠାଇଥିଲେ,” ସେପରି କେତେକ ଲୋକ ଯୀଶୁଙ୍କୁ “ଉଠାଇବେ I” (ଦେଖ: rc://*/ta/man/translate/figs-simile)

in the wilderness

ପ୍ରାନ୍ତର ଏକ ଶୁଷ୍କ ମରୁଭୂମି ସ୍ଥାନ ଅଟେ, କିନ୍ତୁ ଏଠାରେ ଏହା ନିର୍ଦ୍ଦିଷ୍ଟ ଭାବରେ ମୋଶା ଓ ଇଶ୍ରାୟେଲୀୟମାନେ ଚାଳିଶ ବର୍ଷଧରି ଭ୍ରମଣ କରୁଥିବା ସ୍ଥାନକୁ ବୁଝାଏ I