or_tn/jhn/02/25.md

448 B

about man, for he knew what was in man

ଏଠାରେ “ମନୁଷ୍ୟ” ଶବ୍ଦ ସଧାରଣତଃ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ବିଷୟରେ, କାରଣ ଲୋକମାନଙ୍କ ଅନ୍ତରରେ କଅଣ ଥିଲା, ସେ ଜାଣୁଥିଲେ” (ଦେଖ: rc://*/ta/man/translate/figs-gendernotations)