or_tn/jhn/02/23.md

1.1 KiB

Now when he was in Jerusalem

“ବର୍ତ୍ତମାନ” ଶବ୍ଦ ବିବୃତ୍ତି ମଧ୍ୟରେ ଏକ ନୂତନ ଘଟଣାର ପରିଚୟ ଦିଏ I

believed in his name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କଠାରେ ବିଶ୍ବାସ କଲେ” କିମ୍ବା “ତାହାଙ୍କଠାରେ ଭରସା କଲେ” (ଦେଖ: rc://*/ta/man/translate/figs-metonymy)

the signs that he did

ଆଶ୍ଚର୍ଯ୍ୟକର୍ମକୁ “ଚିହ୍ନ” ମଧ୍ୟ କୁହାଯାଇ ପାରିବ, କାରଣ ସେଗୁଡିକ ପ୍ରମାଣ ଭାବରେ ବ୍ୟବହାର କରାଯାଏ ଯେ ଈଶ୍ବର ସର୍ବଶକ୍ତିମାନ୍ ଅଟନ୍ତି ଯାହାଙ୍କର ସମଗ୍ର ବିଶ୍ବ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I