or_tn/jhn/02/17.md

819 B

it was written

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ଲେଖିଥିଲେ” (ଦେଖ: rc://*/ta/man/translate/figs-activepassive)

your house

ଏହି ଶବ୍ଦ ଈଶ୍ବରଙ୍କ ଗୃହ, ମନ୍ଦିରକୁ ବୁଝାଏ I

consume

“ଗ୍ରାସ” ଶବ୍ଦ “ଅଗ୍ନି”ର ଏକ ରୂପକକୁ ଇଙ୍ଗିତ କରୁଛି I ମନ୍ଦିର ପ୍ରତି ଯୀଶୁଙ୍କ ପ୍ରେମ ଅଗ୍ନି ସ୍ବରୂପ ଅଟେ ଯାହା ତାହାଙ୍କ ଅନ୍ତର ମଧ୍ୟରେ ପ୍ରଜ୍ବଳିତ ହେଉଅଛି I (ଦେଖ: rc://*/ta/man/translate/figs-metaphor)