or_tn/jhn/02/04.md

1.5 KiB

Woman

ଏହା ମରିୟମଙ୍କୁ ବୁଝାଏ I ଯଦି ତୁମ ଭାଷାରେ ଜଣେ ପୁଅ ନିଜର ମାଁକୁ “ନାରୀ” ଭାବେ ଡାକିବା ଅଶିଷ୍ଟାଚାର ଅଟେ, ତେବେ ଶିଷ୍ଟାଚାର ନିମନ୍ତେ ଅନ୍ୟ ଏକ ଶବ୍ଦ ବ୍ୟବହାର କର, ନଚେତ୍ ଏହାକୁ ଛାଡ଼ିଦିଅ I

why do you come to me?

ଗୁରୁତ୍ବ ଦେବା ନିମନ୍ତେ ଏହି ପ୍ରଶ୍ନ କରାଯାଇଅଛି I ଅନ୍ୟ ଏକ ଅନୁବାଦରେ: “ଏହାର ମୋ ସହିତ କୌଣସି ସମ୍ପର୍କ ନାହିଁ” କିମ୍ବା “କଅଣ କରିବାକୁ ହେବ ତୁମ୍ଭେ ମୋତେ କହିବା ଉଚିତ ନୁହଁ I” (ଦେଖ: rc://*/ta/man/translate/figs-rquestion)

My time has not yet come

“ସମୟ” ଶବ୍ଦ ଏକ ରୂପକ ଅଟେ ଯାହା ଯୀଶୁଙ୍କ ନିମନ୍ତେ ଏକ ଉପଯୁକ୍ତ ସମୟକୁ ବୁଝାଏ ଯେ ଆଶ୍ଚର୍ଯ୍ୟକର୍ମ କରିବା ଦ୍ବାରା ସେ ଆପଣାକୁ ମସୀହ ଭାବେ ପ୍ରକାଶ କରିବେ I ଅନ୍ୟ ଏକ ଅନୁବାଦରେ: “ଆଶ୍ଚର୍ଯ୍ୟକର୍ମ କରିବାକୁ ମୋ ନିମନ୍ତେ ଉପଯୁକ୍ତ ସମୟ ଆସିନାହିଁ” (ଦେଖ: rc://*/ta/man/translate/figs-metonymy)