or_tn/jhn/02/01.md

934 B

General Information:

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ବିବାହ ଭୋଜକୁ ନିମନ୍ତ୍ରିତ ହୋଇଥିଲେ I ଏହି ପଦଗୁଡିକ ଏହି ଘଟଣାର ପୃଷ୍ଠଭୂମି ବିଷୟରେ ସୂଚନା ଦିଅନ୍ତି I (ଦେଖ: rc://*/ta/man/translate/writing-background)

Three days later

ଅଧିକାଂଶ ତର୍ଜମାକାରୀ ଏହାକୁ ଯୀଶୁ ଫିଲିପ୍ପ ଓ ନିଥନିୟେଲଙ୍କୁ ତାହାଙ୍କୁ ଅନୁଗମନ କରିବା ନିମନ୍ତେ ଆହ୍ବାନ କରିବାର ତୃତୀୟ ଦିବସରେ ଭାବେ ପଢ଼ନ୍ତି I ପ୍ରଥମ ଦିବସର ଘଟଣା ଯୋହନ ୧:୩୫ ରେ ଓ ଦ୍ବିତୀୟ ଦିବସର ଘଟଣା ଯୋହନ ୧:୪୩ ରେ ଘଟିଥିଲା I