or_tn/jhn/01/50.md

505 B

Because I said to you ... do you believe?

ଗୁରୁତ୍ବକୁ ବଢାଇବା ନିମନ୍ତେ ଏହି ଟିପ୍ପଣୀକୁ ପ୍ରଶ୍ନ ଭାବରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ମୁଁ କହିବା ହେତୁ ତୁମେ ବିଶ୍ବାସ କଲ, ‘ମୁଁ ତୁମକୁ ଡିମ୍ବିରି ଗଛତଳେ ଦେଖିଥିଲି’!(ଦେଖ: rc://*/ta/man/translate/figs-rquestion)