or_tn/jhn/01/27.md

1.3 KiB

who comes after me

ଯେତେବେଳେ ସେ ଆଗମନ କରିଛନ୍ତି, ସେ ଯାହା କରିବେ, ସେ ବିଷୟରେ ତୁମକୁ ସ୍ପଷ୍ଟ କରିବା ଆବଶ୍ୟକ ହେବ I ଅନ୍ୟ ଏକ ଅନୁବାଦରେ: “ମୁଁ ଗଲା ପରେ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବେ” (ଦେଖ: rc://*/ta/man/translate/figs-explicit)

me, the strap of whose sandal I am not worthy to untie

ପାଦୁକାର ବନ୍ଧନ ଫିଟାଇବା ଜଣେ କ୍ରୀତଦାସ ବା ଦାସର କାମ ଥିଲା I ଏହି ପଦଗୁଡିକ ଜଣେ ଦାସର ସବୁଠାରୁ ଅପ୍ରୀତିକର କାର୍ଯ୍ୟର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ, ଏପରିକି ସବୁଠାରୁ ଅପ୍ରୀତିକର କାର୍ଯ୍ୟ କରି ସେବା କରିବା ନିମନ୍ତେ ଅଯୋଗ୍ୟ ଅଟେ” କିମ୍ବା “ମୁଁ, ଏପରିକି ପାଦୁକାର ବନ୍ଧନ ଫିଟାଇବାକୁ ଅଯୋଗ୍ୟ ଅଟେ” (ଦେଖ: rc://*/ta/man/translate/figs-metaphor)