or_tn/jhn/01/14.md

2.0 KiB

The Word

ଏହା ଯୀଶୁଙ୍କୁ ବୁଝାଏ I ଯଦି ସମ୍ଭବ ହୁଏ “ବାକ୍ୟ” ଭାବେ ଅନୁବାଦ କର I ଯଦି ତୁମ ଭାଷାରେ “ବାକ୍ୟ” ସ୍ତ୍ରୀଲିଙ୍ଗ ହୋଇଥାଏ, ତେବେ ଏହାକୁ “ଯାହାଙ୍କୁ ବାକ୍ୟ କୁହାଯାଏ” ଏପରି ଅନୁବାଦ କରାଯାଇପାରିବ I ଦେଖ ତୁମେ ଏହାକୁ କିପରି ଯୋହନ ୧:୧ରେ ଅନୁବାଦ କରିଅଛ I

became flesh

ଏଠାରେ “ଶରୀର” “ଜଣେ ବ୍ୟକ୍ତି” ଅବା “ଜଣେ ମନୁଷ୍ୟ”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ହେଲେ” କିମ୍ବା “ଜଣେ ମନୁଷ୍ୟ ହେଲେ” (ଦେଖ: rc://*/ta/man/translate/figs-synecdoche)

the one and only who came from the Father

“ଅଦ୍ବିତୀୟ” ଶବ୍ଦର ଅର୍ଥ ଏହା ଯେ ସେ ଅନୁପମ ଅଟନ୍ତି, ଅର୍ଥାତ୍ ତାହାଙ୍କ ସଦୃଶ ଅନ୍ୟ କେହି ନୁହନ୍ତି I “ପିତାଙ୍କଠାରୁ ଆଗତ” ବାକ୍ୟାଂଶର ଅର୍ଥ ଯେ ସେ ପିତାଙ୍କର ସନ୍ତାନ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପିତାଙ୍କର ଅଦ୍ବିତୀୟ ସନ୍ତାନ” କିମ୍ବା “ପିତାଙ୍କର ଏକମାତ୍ର ସନ୍ତାନ”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

full of grace

ଆମ୍ଭମାନଙ୍କ ପ୍ରତି ଦୟାର କାର୍ଯ୍ୟରେ ପରିପୂର୍ଣ୍ଣ, ଯେଉଁ ସମସ୍ତ କାର୍ଯ୍ୟ ନିମନ୍ତେ ଆମ୍ଭେମାନେ ଯୋଗ୍ୟ ନୋହୁଁ