or_tn/jhn/01/03.md

1.6 KiB

All things were made through him

ଏହାକୁ କର୍ତ୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ଦ୍ବାରା ସମସ୍ତ ବିଷୟ ସୃଷ୍ଟି କଲେ” (ଦେଖ: rc://*/ta/man/translate/figs-activepassive)

without him there was not one thing made that has been made

ଏହାକୁ କର୍ତ୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରିବ I ଯଦି ତୁମର ଭାଷା ଯୁଗ୍ମ ନକାରାତ୍ମକ ବିଷୟ ବ୍ୟବହାର କରେ ନାହିଁ, ଏହି ପଦଗୁଡିକ ପ୍ରକାଶ କରିବା ଉଚିତ ଯେ “ସମସ୍ତ ବିଷୟ ତାହାଙ୍କ ଦ୍ବାରା ସୃଷ୍ଟହେଲା”ର ବିପରୀତ ବିଷୟ ମିଥ୍ୟା ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ବିନା ଈଶ୍ବର କୌଣସି ବିଷୟ ସୃଷ୍ଟି କଲେ ନାହିଁ” କିମ୍ବା “ତାହାଙ୍କ ଦ୍ବାରା ସମସ୍ତ ସୃଷ୍ଟିହେଲା ଯାହା ସୃଷ୍ଟି ହୋଇଅଛି” କିମ୍ବା “ଯେଉଁ ସମସ୍ତ ବିଷୟ ଈଶ୍ବର କରିଅଛନ୍ତି ତାହାଙ୍କ ଦ୍ବାରା ସୃଷ୍ଟି କରିଛନ୍ତି” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-doublenegatives]])