or_tn/jas/05/intro.md

2.6 KiB

ଯାକୁବ ୫ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟରେ ବିଶେଷ ଧାରଣା

ଅନନ୍ତକାଳ

ଏହି ଅଧ୍ୟାୟ ଏହି ଜଗତର ଜୀବିତ ବିଷୟକୁ ବିରୋଧ କରେ, ଯାହାକି ସ୍ଥାୟୀ ନୁହେ, ସେହି ବିଷୟ ନିମନ୍ତେ ଜୀବିତ ରୁହ ଯାହା ଅନନ୍ତକାଳ ପର୍ଯ୍ୟନ୍ତ ସ୍ଥାୟୀ ରହିବ । ଏହା ମଧ୍ୟ ପ୍ରତ୍ୟଶାରେ ବଞ୍ଚିବାକୁ ହେବ ଯେ ଯୀଶୁ ଶୀଘ୍ର ଆଗମନ କରିବେ । (ଦେଖ: rc://*/tw/dict/bible/kt/eternity)

ଶପଥ

ଏହି ପରିଛେଦ ଶିକ୍ଷା ଦେଉଥିବା ଶପଥ ଯେ ଭୁଲ କି ନୁହେ ସେହି ବିଷୟରେ ପଣ୍ଡିତମାନେ ଭିନ୍ନ ମତ ପୋଷଣ କରନ୍ତି । ଅଧିକାଂଶ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ କେତେକ ଶପଥ ଗ୍ରହଣଯୋଗ୍ୟ ଅଟେ ଏବଂ ଯାକୁବ ଏଥିପାଇଁ ଏହା ବଦଳରେ ଖ୍ରୀଷ୍ଟିୟାନମାନଙ୍କୁ ସରଳତା ବିଷୟରେ ଶିକ୍ଷା ଦିଅନ୍ତି ।

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

ଏଲିୟ

ଏହି କାହାଣୀ ବୁଝିବାରେ କଷ୍ଟକର ହେବ ଯଦି ୧ମ ଓ ୨ୟ ରାଜାବଳୀ ପୁସ୍ତକ ଏବଂ ୧ମ ଓ ୨ୟ ବଂଶାବଳୀର ପୁସ୍ତକ ଏପର୍ଯ୍ୟନ୍ତ ଅନୁବାଦ ହୋଇନାହି ।

“ତାହାର ପ୍ରାଣକୁ ମୃତ୍ୟୁରୁ ରକ୍ଷାକର”

ଏହା ସମ୍ଭବତଃ ଶିକ୍ଷା ଦିଏ ଯେ ଜଣେ ବ୍ୟକ୍ତି ଯଦି ପାପପୂର୍ଣ୍ଣ ଜୀବନଶୈଳିରୁ ଦୂରେଇ ଯାଏ ତାହାହେଲେ ତାହାର ପାପର ପ୍ରମାଣେ ତାହାର ଶାରୀରିକ ମୃତ୍ୟୁ ହେବ ନାହିଁ । ଅନ୍ୟପକ୍ଷରେ, କେତେକ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟ ଅନନ୍ତକାଳର ପରିତ୍ରାଣ ବିଷୟରେ ଶିକ୍ଷା ଦିଏ । (ଦେଖ: [[rc:///tw/dict/bible/kt/sin]] ଏବଂ [[rc:///tw/dict/bible/other/death]] ଏବଂ rc://*/tw/dict/bible/kt/save)