or_tn/jas/05/19.md

1.6 KiB

brothers

ଏଠାରେ ଏହି ଶବ୍ଦ ସମ୍ଭବତଃ ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ସହ ବିଶ୍ବାସୀମାନେ” (ଦେଖ: rc://*/ta/man/translate/figs-gendernotations)

if anyone among you wanders from the truth, and someone brings him back

ଜଣେ ବିଶ୍ବାସୀ ଯେ ଈଶ୍ବରଙ୍କଠାରେ ବିଶ୍ବାସ କରେନାହି ଓ ତାହାଙ୍କ ଆଜ୍ଞାକୁ ପାଳନ କରେ ନାହି ଏହି ବିଷୟକୁ ଏପରି କୁହାଯାଇଛି ଯେପରି ସେ ଗୋଟିଏ ମେଣ୍ଡା ଥିଲା ଓ ପଲରୁ ବିଛିନ୍ନ ହୋଇ ଯାଇଛି । ଯେଉଁ ବ୍ୟକ୍ତି ତାହାକୁ ପୁନର୍ବାର ଈଶ୍ବରଙ୍କଠାରେ ବିଶ୍ବାସ କରିବାକୁ ପ୍ରେରଣ କରେ ଏହି ବିଷୟକୁ ଏପରି କୁହାଯାଇଛି ଯେପରି ସେ ଜଣେ ମେଷପାଳକ ଥିଲା ଯେ ହଜିଯାଇ ଥିବା ମେଣ୍ଡାକୁ ଖୋଜିବାକୁ ଯାଇଥିଲା । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଜଣେକେହି ଇଶ୍ବରଙ୍କ ଆଜ୍ଞାକାରୀ ନହୁଏ, ତେବେ ଅନ୍ୟ ବ୍ୟକ୍ତି ତାହାକୁ ପୁନର୍ବାର ଆଜ୍ଞାକାରୀ ହେବା ନିମନ୍ତେ ସାହାଯ୍ୟ କରେ” (ଦେଖ: rc://*/ta/man/translate/figs-metaphor)