or_tn/jas/05/14.md

1.1 KiB

Is anyone among you sick? Let him call

ଯାକୁବ ପାଠକମାନଙ୍କୁ ସେମାନଙ୍କ ଆବଶ୍ୟକତା ବିଷୟରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ସରଳ ବାକ୍ୟରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି ପିଡିତ ଅଛି, ସେ ଡାକିବା ଉଚିତ” (ଦେଖ୍:rc://*/ta/man/translate/figs-rquestion)

in the name of the Lord

ଯୀଶୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବ ନିମନ୍ତେ ନାମ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ଅଧିକାର ଦ୍ବାରା” ବା “ପ୍ରଭୁଙ୍କ ଦ୍ବାରା ପ୍ରଦତ୍ତ ହୋଇଥିବା ସେମାନଙ୍କ ଅଧିକାର ସହିତ” (ଦେଖ: rc://*/ta/man/translate/figs-metonymy)