or_tn/jas/05/12.md

2.0 KiB

Above all, my brothers,

ଏହା ଗୁରୁତ୍ବପୂର୍ଣ୍ଣ ଅଟେ, ଭ୍ରାତା ହୋଇପାରନ୍ତି: କିମ୍ବା ବିଶେଷଭାବେ, ମୋର ଭାଇମାନେ,”

my brothers

ଏହା ମହିଳାମାନଙ୍କ ସହିତ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ମୋର ସହ ବିଶ୍ବାସୀମାନେ” (ଦେଖ: rc://*/ta/man/translate/figs-gendernotations)

do not swear

“ଶପଥ” କରିବାର ଅର୍ଥ ତୁମେମାନେ ଯାହା କରିବ, କିମ୍ବା ଯାହା ସତ୍ୟ ଅଟେ, ଏବଂ ଜଣେ ଉଚ ଅଧିକାରୀ ଦ୍ବାରା ବିଚାର କରାଯିବା । ଅନ୍ୟ ଏକ ଅନୁବାଦରେ: “ଶପଥ କର ନାହିଁ” ବା “ପ୍ରତିଜ୍ଞା କର ନାହିଁ”

either by heaven or by the earth

“ସ୍ବର୍ଗ” ଓ “ପୃଥିବୀ” ଶବ୍ଦଗୁଡ଼ିକ ଆତ୍ମିକ ଓ ମନୁଷ୍ୟର ଅଧିକାରକୁ ବୁଝାଏ ଯାହା ସ୍ବର୍ଗ ଏବଂ ପୃଥିବୀରେ ଅଛନ୍ତି । (ଦେଖ: rc://*/ta/man/translate/figs-metonymy)

let your ""Yes"" mean ""Yes"" and your ""No"" mean ""No,

ତୁମେମାନେ ଯାହା କୁହ, ବା ଯାହା ସତ୍ୟ ଅଟେ ବୋଲି କୁହ, ବିନା ଶପଥରେ, ତାହା କର

so you do not fall under judgment

ଦଣ୍ଡିତ ହୋଇଥିବା ବିଷୟକୁ ଏପରି କୁହାଯାଇଛି ଯେପରି ଜଣେ ବ୍ୟକ୍ତି କିଛି ଭାରୀ ଜିନିଷ ସକାଶୁ ତଳେ ପଡି ଯାଇଛି ଓ ଦଳିତ ହୋଇ ଯାଇଛି । ଅନ୍ୟ ଏକ ଅନୁବାଦରେ: “ତେଣୁ ଈଶ୍ବର ତୁମକୁ ଦଣ୍ଡ ଦେବେ ନାହିଁ” (ଦେଖ: rc://*/ta/man/translate/figs-metaphor)