or_tn/jas/05/07.md

1.7 KiB

General Information:

ପରିଶେଷରେ, ଯାକୁବ ବିଶ୍ବାସୀମାନଙ୍କୁ ପ୍ରଭୁଙ୍କ ଆଗମନ ବିଷୟରେ ସ୍ଣରଣ କରାଇ ଦିଅନ୍ତି ଏବଂ ପ୍ରଭୁଙ୍କ ନିମନ୍ତେ କିପରି ଜୀବନ ଅତିବାହିତ କରିବେ ସେ ବିଷୟରେ ଅନେକ ଛୋଟ ଛୋଟ ଶିକ୍ଷା ଦିଅନ୍ତି ।

Connecting Statement:

ଯାକୁବ ଧନୀ ଲୋକମାନଙ୍କୁ ଭର୍ତ୍ସନା କରିବା ପ୍ରସଙ୍ଗକୁ ବଦଳାଇ ବିଶ୍ବାସୀମାନଙ୍କୁ ଉର୍ତ୍ସାହିତ କରନ୍ତି ।

So be patient

ଏହି କାରଣରୁ, ଅପେକ୍ଷା କର ଏବଂ ଶାନ୍ତ ରୁହ

until the Lord's coming

ଏହି ବାକ୍ୟାଂଶ ଯୀଶୁଙ୍କ ଆଗମନକୁ ବୁଝାଏ, ଯେତେବେଳେ ସେ ଏହି ପୃଥିବୀରେ ଆପଣାର ରାଜ୍ୟ ଆରମ୍ଭ କରିବେ ଏବଂ ସମସ୍ତ ଲୋକମାନଙ୍କୁ ବିଚାର କରିବେ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ” (ଦେଖ୍:rc://*/ta/man/translate/figs-metonymy)

the farmer

ଯାକୁବ ଧର୍ଯ୍ୟର ଅର୍ଥ କ’ଣ ହୋଇପାରେ ସେ ବିଷୟରେ ଶିକ୍ଷା ଦେବା ନିମନ୍ତେ କୃଷକ ଏବଂ ବିଶ୍ବାସୀମାନଙ୍କୁ ନେଇ ଏକ ଦୃଷ୍ଟାନ୍ତମୁଳକ ଉଦାହରଣ ବ୍ୟବହାର କରନ୍ତି । (ଦେଖ: rc://*/ta/man/translate/figs-metaphor)