or_tn/jas/05/06.md

1.4 KiB

You have condemned ... the righteous person

ଏହା ସମ୍ଭବତଃ ଆଇନଗତଭାବେ ଜଣେ ଅପରାଧୀକୁ ମୃତ୍ୟୁର ଦଣ୍ଡଦେବା ଭଲି “ଦଣ୍ଡ” ନୁହେଁ । ବରଂ, ଏହା ସମ୍ଭବତଃ ଦୁଷ୍ଟ ଏବଂ ଉପଦ୍ରବ କରୁଥିବା ଶକ୍ତିଶାଳୀ ଲୋକମାନଙ୍କୁ ବୁଝାଏ ଯେଉଁମାନେ ଗରିବମାନଙ୍କୁ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଦୁର୍ବ୍ୟବହାର କରିବା ନିମନ୍ତେ ଯୋଜନା କରିଥାନ୍ତି ।

the righteous person. He does not

ଯେଉଁ ଲୋକମାନେ ଯାହା ଉତ୍ତମ ତାହା କରନ୍ତି । ସେମାନେ କରନ୍ତି ନାହି । ଏଠାରେ “ଧାର୍ମିକ ବ୍ୟକ୍ତି” ସାଧାରଣଭାବେ ଧାର୍ମିକଲୋକମାନଙ୍କୁ ବୁଝାଏ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ନୁହେ । ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ଲୋକ, ସେମାନେ ନୁହନ୍ତି” (ଦେଖ: rc://*/ta/man/translate/figs-genericnoun)

resist you

ତୁମର ବିରୁଦ୍ଧ କରନ୍ତି