or_tn/jas/05/05.md

1.2 KiB

You have fattened your hearts for a day of slaughter

ଏଠାରେ ଲୋକମାନଙ୍କୁ ଏପରି ପ୍ରଦର୍ଶନ କରାଯାଇଛି ଯେପରି ସେମାନେ ଗୃହପାଳିତ ପଶୁ ଥିଲେ, ଓ ଏକ ଭୋଜରେ ହତ୍ୟା କରିବା ନିମନ୍ତେ ଭୋଗବିଳାସରେ ଶସ୍ୟ ଭୋଜନ କରି ହୃଷ୍ଟପୃଷ୍ଠ ହୋଇଥିଲେ । ଯାହା ହେଉ, ବିଚାର ସମୟରେ କେହି ହେଲେ ଭୋଜନପାନ କରିବେ ନାହିଁ । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ଲୋଭ ତୁମମାନଙ୍କ ପ୍ରତି ଅନନ୍ତକାଳିନ କଠୋର ଦଣ୍ଡ ପ୍ରସ୍ତୁତ କରୁଅଛି” (ଦେଖ: rc://*/ta/man/translate/figs-metaphor)

your hearts

“ହୃଦୟ”କୁ ମନୁଷ୍ୟର ଅଭିଳାଷର କେନ୍ଦ୍ର ରୂପେ ବିବେଚନା କରାଯାଏ, ଏବଂ ଏଠାରେ ସମ୍ପୂର୍ଣ୍ଣରୂପେ ବ୍ୟକ୍ତି ବିଶେଷକୁ ବୁଝାଏ । (ଦେଖ: rc://*/ta/man/translate/figs-metonymy)