or_tn/jas/05/04.md

16 lines
1.9 KiB
Markdown

# Connecting Statement:
ଯାକୁବ ଧନୀମାନଙ୍କୁ ସେମାନଙ୍କ ଭୋଗବିଳାସ ଓ ଧନରେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ ବିଷୟରେ ଚେତାବନୀ ଦିଅନ୍ତି ।
# the pay of the laborers is crying out—the pay that you have withheld from those who harvested your fields
ଅର୍ଥ ଯାହା ପଇଠ କରାଯିବାର ଥିଲା ସେହି ବିଷୟରେ ଏପରି କୁହାଯାଇଛି ଯେପରି ଜଣେ ବ୍ୟକ୍ତି ପ୍ରତି କରାଯାଇଥିବା ଅନ୍ୟାୟର କାରଣରୁ ଉଚ୍ଚ ଶଦ୍ଦ କରୁଅଛି । ଅନ୍ୟ ଏକ ଅନୁବାଦରେ: “ଏହା ସତ୍ୟ ଯେ ତୁମ୍ଭମାନଙ୍କ କ୍ଷେତରେ କର୍ମ କରିଥିବା ମୂଲିଆମାନଙ୍କୁ ବେତନ ଦେଇନାହ ଯାହା ତୁମେମାନେ ମନ୍ଦ କରିଅଛ ।” (ଦେଖ: [[rc://*/ta/man/translate/figs-personification]])
# the cries of the harvesters have gone into the ears of the Lord of hosts
ଶସ୍ୟ ଛେଦନକାରୀମାନଙ୍କ ଆର୍ତ୍ତନାଦ ବିଷୟରେ ଏପରି କୁହାଯାଇଛି ଯେପରି ସେମାନଙ୍କ ରବ ସ୍ବର୍ଗରେ ଶୁଣାଯାଇ ପାରିଥାନ୍ତା । ଅନ୍ୟ ଏକ ଅନୁବାଦରେ: “ବାହିନିମାନଙ୍କ ସଦାପ୍ରଭୁ ଶସ୍ୟ ଛେଦନକାରୀମାନଙ୍କ ରବ ଶୁଣିଲେ” (ଦେଖ୍:[[rc://*/ta/man/translate/figs-metaphor]])
# into the ears of the Lord of hosts
ଈଶ୍ବରଙ୍କ ବିଷୟରେ ଏପରି କୁହାଯାଇଛି ଯେପରି ମନୁଷ୍ୟମାନଙ୍କ ପରି ତାହାଙ୍କ କର୍ଣ ଅଛି । (ଦେଖ: [[rc://*/ta/man/translate/figs-metaphor]])