or_tn/jas/05/03.md

4.2 KiB

Your gold and your silver have become tarnished

ଜାଗତିକ ଧନ ସ୍ଥାୟୀ ନୁହେ ଏବଂ ସେମାନଙ୍କ ଅନନ୍ତକାଳୀନ ମୂଲ୍ୟ ନାହିଁ । ଯାକୁବ ଏହି ଘଟଣାଗୁଡିକ ବିଷୟରେ କହନ୍ତି ଯେପରି ସେଗୁଡିକ ଘଟି ସାରିଛି । ଅନ୍ୟ ଏକ ଅନୁବାଦରେ: ““ତୁମମାନଙ୍କ ଧନ କ୍ଷୟ ପାଇବ, ଏବଂ ତୁମମାନଙ୍କ ବସ୍ତ୍ର ସବୁ କୀଟଗୁଡିକ ଖାଇଯିବେ । ତୁମମାନଙ୍କ ସୁନା ଓ ରୂପା କଳଙ୍କି ହୋଇଯିବ” (ଦେଖ: rc://*/ta/man/translate/figs-pastforfuture)

gold ... silver

ଏହି ବିଷୟଗୁଡିକ ଉଦାହରଣ ସ୍ବରୂପେ ଉଲ୍ଲେଖ କରାଯାଇଛି ଯାହା ଧନୀମାନଙ୍କ ନିମନ୍ତେ ମୁଲ୍ୟବାନ ଅଟେ ।

have become tarnished ... their rust

ସୁନା ଓ ରୂପା କିପରି କଳଙ୍କ ହୁଏ ସେ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ଏହି ବାକ୍ୟାଗୁଡିକ ବ୍ୟବହାର କରାଯାଇଛି । ଅନ୍ୟ ଏକ ଅନୁବାଦରେ: “କଳଙ୍କ ହୋଇଅଛି ... ସେମାନଙ୍କ ବିନଷ୍ଟ ହେବାର ପରିସ୍ଥିତି” ବା “କଳଙ୍କ ହୋଇଅଛି ... .ସେମାନଙ୍କ କଳଙ୍କିତ ଅବସ୍ଥା”

their rust will be a witness against you. It

ଯାକୁବ ସେମାନଙ୍କ ବହୁମୂଲ୍ୟ ଜିନିଷର କ୍ଷୟ ବିଷୟକୁ ଉଲ୍ଲେଖ କରନ୍ତି ଯେପରି ଜଣେ ବ୍ୟକ୍ତି ନ୍ୟାୟାଳୟରେ ରହି ସେମାନଙ୍କ ଦୁଷ୍ଟକର୍ମ ଉପରେ ଆରୋପ ଲଗାଉଛି । ଅନ୍ୟ ଏକ ଅନୁବାଦରେ: “ଏବଂ ଯେତେବେଳେ ଈଶ୍ବର ତୁମମାନଙ୍କ ବିଚାର କରିବେ, ତୁମମାନଙ୍କ କଳଙ୍କିତ ଧନ ବା ସମ୍ଫତି ଜଣେ ବ୍ୟକ୍ତି ନ୍ୟାୟାଳୟରେ ରହି ତୁମମାନଙ୍କ ବିରୁଦ୍ଧରେ ସକ୍ଷ୍ୟ ଦେଲା ପରି ହେବ । ସେମାନଙ୍କ କଳଙ୍କିତ ଅବସ୍ଥା” (ଦେଖ: [[rc:///ta/man/translate/figs-personification]] ଏବଂ [[rc:///ta/man/translate/figs-explicit]])

will consume ... like fire

ଏଠାରେ କଳଙ୍କିତ ବିଷୟରେ ଏପରି କୁହାଯାଇଛି ଯେପରି ଏହା ଏକ ଅଗ୍ନି ଥିଲା ଯାହା ତାହାର କର୍ତ୍ତାକୁ ଗ୍ରାସ କରିବ । (ଦେଖ: [[rc:///ta/man/translate/figs-simile]] ଏବଂ [[rc:///ta/man/translate/figs-metaphor]])

your flesh

ଏଠରେ “ଶରୀର” ଭୌତିକ ଶରୀରକୁ ବୁଝାଏ । (ଦେଖ: rc://*/ta/man/translate/figs-metonymy)

fire

ଏଠାରେ ଅଗ୍ନି ଶଦ୍ଦ ଲୋକମାନଙ୍କୁ ସ୍ଣରଣ କରାଇ ଦିଏ ଯେ ଅଗ୍ନି ଈଶ୍ବରଙ୍କ ଦଣ୍ଡକୁ ବୁଝାଏ ଯାହା ସମସ୍ତ ଦୃଷ୍ଟମାନଙ୍କ ଉପରେ ଆସିବ । (ଦେଖ: rc://*/ta/man/translate/figs-metaphor)

for the last days

ଏହା ଈଶ୍ବର ସମସ୍ତ ଲୋକମାନଙ୍କୁ ବିଚାର କରିବା ନିମନ୍ତେ ଆସୁଥିବା ଉପଯୁକ୍ତ ସମୟକୁ ବୁଝାଏ । ଦୁଷ୍ଟମାନେ ଏହା ଭାବୁଥିବେ ଯେ ସେମାନେ ଭବିଷ୍ୟତ ପାଇଁ ଧନ ସଞ୍ଚିତ କରୁଛନ୍ତି, କିନ୍ତୁ ସେମାନେ ଯାହା ସଞ୍ଚିତ କରୁଛନ୍ତି ତାହା ସେମାନେ ଦଣ୍ଡକୁ ସଞ୍ଚିତ କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଈଶ୍ବର ତୁମମାନଙ୍କ ବିଚାର କରିବେ” (ଦେଖ: rc://*/ta/man/translate/figs-metonymy)