or_tn/jas/05/01.md

1.7 KiB
Raw Permalink Blame History

Connecting Statement:

ଯାକୁବ ଧନୀ ଲୋକମାନଙ୍କୁ ଧନ ଓ ଭୋଗବିଳାସ ନିମନ୍ତେ ସେମାନଙ୍କ ଲକ୍ଷ୍ୟ ସାଧନ ବିଷୟରେ ଚେତାବନୀ ଦିଅନ୍ତି ।

you who are rich

ସମ୍ଭାବିତ ଅର୍ଥଗୁଡିକ ୧) ଯାକୁବ ଧନୀ ବିଶ୍ବାସୀମାନଙ୍କୁ ଏକ ଦୃଢ ଚେତାବନୀ ଦେଉଛନ୍ତି ଓ ) ଯାକୁବ ଧନୀ ଅଣ-ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଧନବାନ ହୋଇଅଛ ଏବଂ ତୁମେ ଈଶ୍ବରଙ୍କୁ ସମ୍ମାନ କରୁଥିବା କହୁଅଚ୍ଛ” (ଦେଖ: rc://*/ta/man/translate/figs-explicit)

because of the miseries coming on you

ଯାକୁବ କହନ୍ତି ଯେ ଏହି ଲୋକମାନେ ଭବିଷ୍ୟତରେ ବହୁତ ଯନ୍ତ୍ରଣା ପାଇବେ ଏବଂ ସେ ଏପରି ଲେଖନ୍ତି ଯେପରି ସେମାନଙ୍କର ଯନ୍ତ୍ରଣା ବସ୍ତୁଗୁଡିକ ସଦୃଶ ଥିଲା ଯାହା ସେମାନଙ୍କ ନିକଟକୁ ଆସୁଥିଲା । ଭାବନାତ୍ମକ ବିଶେଷ “ଦୁର୍ଦ୍ଦଶା” ଶଦ୍ଦକୁ ଏକ କ୍ରିୟା ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କାରଣ ତୁମେମାନେ ଭବିଷ୍ୟତରେ ବହୁତ ଯନ୍ତ୍ରଣା ପାଇବ” (ଦେଖ: rc://*/ta/man/translate/figs-abstractnouns)