8 lines
1.5 KiB
Markdown
8 lines
1.5 KiB
Markdown
# Who knows what will happen tomorrow, and what is your life?
|
|
|
|
ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏବଂ ଏହି ବିଶ୍ବାସୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନଗୁଡିକର ବ୍ୟବହାର କରିଛନ୍ତି ଯେ ଜାଗତିକ ଜୀବନ ଗୁରୁତ୍ବପୂର୍ଣ୍ଣ ନୁହେଁ । ସେଗୁଡିକୁ ଉକ୍ତି ଭାବରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: ଆସନ୍ତାକଲି କଅଣ ଘଟିବ କେହି ଜାଣନ୍ତି ନାହି, ଏବଂ ତୁମର ଜୀବନ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାୟୀ ରହିବ ନାହିଁ !” (ଦେଖ:[[rc://*/ta/man/translate/figs-rquestion]])
|
|
|
|
# For you are a mist that appears for a little while and then disappears
|
|
|
|
ଯାକୁବ ଲୋକମାନଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ଏକ ବାଷ୍ପ ଥିଲେ ଯାହା ଦୃଶ୍ବ ହୁଏ ଏବଂ ତାପରେ ଶୀଘ୍ର ଅଦୃଶ୍ବ ହୋଇଯାଏ । ଅନ୍ୟ ଏକ ଅନୁବାଦରେ: “ତୁମେ କେବଳ କିଛି କାଳ ପାଇଁ ବଞ୍ଚିବ, ଏବଂ ତାପରେ ମରିଯିବ” (ଦେଖ୍:[[rc://*/ta/man/translate/figs-metaphor]])
|