or_tn/jas/04/10.md

1.1 KiB

Humble yourselves before the Lord

ଈଶ୍ବରଙ୍କ ପ୍ରତି ନମ୍ର ହୁଅ । ଈଶ୍ବରଙ୍କ ସହିତ ମନ ମଧ୍ୟରେ କରା ଯାଇଥିବା କାର୍ଯ୍ୟ ସର୍ବଦା କୁହାଯାଇଛି ଯେମିତି ତାହାଙ୍କ ଉପସ୍ଥିତିରେ କରାଯାଇଛି । (ଦେଖ: rc://*/ta/man/translate/figs-metaphor)

he will lift you up

ଯାକୁବ ଦର୍ଶାନ୍ତି ଯେ ଈଶ୍ବର ନମ୍ର ବ୍ୟକ୍ତିକୁ ସମ୍ମାନିତ କରିବେ, ଈଶ୍ବର ସେହି ବ୍ୟକ୍ତିକୁ ଶାରୀରିକ ରୂପରେ ସେ ସ୍ଥାନରୁ ଉଠାଇ ନେବେ ଯେଉଁଠାରେ ସେହି ବ୍ୟକ୍ତି ନମ୍ରତାର ସହିତ ନିଜକୁ ଆଗକୁ ବଢ଼ାଇଥିଲା । ଅନ୍ୟ ଏକ ଅନୁବାଦରେ: “ସେ ତୁମକୁ ସମ୍ମାନିତ କରିବେ” (ଦେଖ: rc://*/ta/man/translate/figs-metaphor)