or_tn/jas/04/09.md

1.3 KiB

Grieve, mourn, and cry

ଏହି ତିନୋଟି ଶବ୍ଦର ଅର୍ଥ ସମାନ ଅଟେ । ଯାକୁବ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ଏକତ୍ର ବ୍ୟବହାର କରନ୍ତି ଯାହା ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ ନକରୁଥିବା ସକାଶୁ ପ୍ରକ୍ରୁତରେ ଦୁଃଖ ପ୍ରକାଶ କରିବେ । (ଦେଖ: rc://*/ta/man/translate/figs-doublet)

Let your laughter turn into sadness and your joy into gloom

ଏହାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଭିନ୍ନ ପ୍ରକାରେ ସମାନ ବିଷୟକୁ କୁହାଯାଇଛି । “ହାସ୍ୟ,” ଦୁଃଖ,” “ଆନନ୍ଦ,” ଏବଂ “ଖେଦଯୁକ୍ତ” ଭାବବାଚକ ବିଶେଷ୍ୟ କ୍ରିୟା ଓ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ହସିବା ବନ୍ଦକର ଏବଂ ଦୁଖୀ ହୁଅ । ଆନନ୍ଦିତ ହେବା ବନ୍ଦକର ଏବଂ ଉଦାସ ରୁହ” (ଦେଖ: rc://*/ta/man/translate/figs-parallelism)